
ରୁଫିଙ୍ଗ ପାଇଁ ସଠିକ କାଠିଣ୍ୟ
ଫାଟ ଓ ଛିଦ୍ର ପ୍ରତିରୋଧ କରିବା ପାଇଁ ସଠିକ ଟେମ୍ପାରିଂ
ଟାଟା ଷ୍ଟିଲ ବିଶେଷ ଜିସି ଶିଟ୍ ଉତ୍ପାଦ ହେଲା ଟାଟା ଶକ୍ତି, ଯାହା ଛାତ ଉଦ୍ଦେଶ୍ୟରେ ବ୍ୟବହାର କରିବା ପାଇଁ ଉପୋଭକ୍ତା ମାନଙ୍କ ପ୍ରୟୋଜନ ପୁରଣ କରେ।
ଫାଟ ଓ ଛିଦ୍ର ପ୍ରତିରୋଧ କରିବା ପାଇଁ ସଠିକ ଟେମ୍ପାରିଂ
କୁଆପଥରବୃଷ୍ଟି ଭଳି ପ୍ରାକୃତିକ ବିପର୍ଯ୍ୟୟର ପ୍ରତିରୋଧ କରିବା ପାଇଁ 700 MPa ର ସର୍ବାଧିକ ଟେନସାଇଲ ଷ୍ଟ୍ରେଙ୍ଗଥ
ଉଲ୍ଲେଖିତ ଅନୁଯାୟୀ ଏକ ସମାନ ଏବଂ ତାଠାରୁ ବେଶି ଦୈର୍ଘ୍ୟ ଓ ମୋଟେଇ ଥାଏ ଯାହା ଫଳରେ ଟଙ୍କାର ଉପଯୁକ୍ତ ମୂଲ୍ୟ ସୁନିଶ୍ଚିତ ହୁଏ
ଏକ ସମାନ କୋଟିଙ୍ଗ ନିଶ୍ଚିତ କରିବା ପାଇଁ ଉତ୍କୃଷ୍ଟ ଏକ୍ସ-ରେ ଏବଂ କ୍ଲିନିଙ୍ଗ ପ୍ରଯୁକ୍ତି
ଉପଯୁକ୍ତ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ଶିଟର ଉପରେ ପ୍ରିଣ୍ଟ କରି ମୋଟେଇ ଓ ଜିଙ୍କ କୋଟିଙ୍ଗ
ଏକ ସମାନ କର୍ରୁଗେସନ କାରଣରୁ ସଠିକ ଓଭରଲ୍ୟାପିଙ୍ଗ ସୁନିଶ୍ଚିତ ହୁଏ ଯାହା ଫଳରେ ପାଣି ଝରେ ନାହିଁ ଏବଂ ଧଳା କଳଙ୍କି ରୁ ନିରାପତ୍ତା ମିଳେ ।
ଉତ୍ତର. ଟାଟା ଶକ୍ତି ଜିସି ଶିଟର ସୁବିଧାସମୂହ
ଉତ୍ତର. ଟାଟା ଶକ୍ତି ଜିସି ଶିଟ୍ ନିମ୍ନ ରେଞ୍ଜରେ ଉପଲବ୍ଧ :-
ଉତ୍ତର. ଷ୍ଟିଲ୍ କ୍ଷୟ ହୁଏ ଏବଂ ତେଣୁ ନିରାପତ୍ତାର ପ୍ରୟୋଜନ ହୁଏ । ହଟ୍ ଡିପ୍ ଗ୍ୟାଲଭାନାଇଜଡ କୋଟିଙ୍ଗ ଷ୍ଟିଲକୁ ଦୀର୍ଘ ଆୟୁ ପ୍ରଦାନ କରେ । ପ୍ରତ୍ୟେକ ଟାଟା ଶକ୍ତି ଜିସି ଶିଟରେ ଏକ ସମାନ 120 ଜିଏସଏମ ଜିଙ୍କର କୋଟିଙ୍ଗ ଅଛି, ଯାହା ଫଳରେ ସମାନ ଉପରିପୃଷ୍ଠର ସୁରକ୍ଷା ସୁନିଶ୍ଚିତ ହୁଏ।
ଉତ୍ତର. ଟାଟା ଶକ୍ତି ରୁଫ ଜଂକ୍ସନ :- ଏକ ରୁଫିଙ୍ଗ ସଲ୍ୟୁସନ୍ ସର୍ଭିସ ଯାହା ଇଣ୍ଡିଭିଜୁଆଲ ଗୃହ ନିର୍ମାତା ମାନଙ୍କ ପାଇଁ ବ୍ର୍ୟାଣ୍ଡେଡ୍ ରୁଫିଙ୍ଗ ଆକ୍ସେସରିଜ ପ୍ରଦାନ କରେ । ଟାଟା ଶକ୍ତି ରୁଫ ଜଂକ୍ସନ ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ରିଜ ଓ ଗଟର ଯାହାର ଉତ୍ପାଦନ, ଉତ୍କୃଷ୍ଟ ଗୁଣବତ୍ତାର ସହିତ କରା ହୁଏ ଏବଂ ଏହା ଫଳରେ ଦୀର୍ଘ ଆୟୁ ସୁନିଶ୍ଚିତ ହୁଏ । ଟାଟା ଷ୍ଟିଲର ରିଟେଲ ଓ ଇନଷ୍ଟିଟ୍ୟୁସନ ସେଗମେଣ୍ଟରେ ସବୁଠାରୁ ନବୀନତମ ନିବେଦନ ହେଲା ଟାଟା ୱାମା । ଏହା ଉପଭୋକ୍ତା ମାନଙ୍କ କାନ୍ଥ ଓ ଫ୍ରେମିଙ୍ଗ ସମ୍ପର୍କିତ ପ୍ରୟୋଜନ ଗୁଡ଼ିକ ପୁରଣ କରେ । ଏହା ଗୋଟିଏ 80 ଜିଏସଏମ ଗ୍ୟାଲଭାନାଇଜଡ ରୋଲ-ଫର୍ମଡ ଟ୍ର୍ୟାପାଜଏଡାଲ ପ୍ରୋଫାଇଲ ଶିଟ୍, ଯାହା ବିଆଇଏସ ବୈଶିଷ୍ଟ୍ୟ ଅନୁଯାୟୀ ନନ-ରୁଫିଙ୍ଗ ସେଗମେଣ୍ଟର ପ୍ରୟୋଜନ ଗୁଡ଼ିକ ପୁରଣ କରେ । ଏହି ପ୍ରଡକ୍ଟ ଉପରେ “For Vertical Application Only”ର ମାର୍କିଙ୍ଗ ମଧ୍ୟ ଥାଏ ।
Get in touch with our extensive sales and marketing offices network and find the office closest to you below