Home - Tata Shaktee

ଆମେ ଗ୍ୟାଲଭାନାଇଜଡ କର୍ରୁଗେଟେଡ୍ ଶିଟ୍ ଜଗତରେ ପ୍ରଧାନ ବ୍ର୍ୟାଣ୍ଡ

+

ଡିଲାର

~ %

ଜିଲ୍ଲା

+

ତାଲୁକା

କୋଟି +

ଉପଭୋକ୍ତା

ଆମର ପ୍ରଡକ୍ଟ ରେଞ୍ଜ

ଦୀର୍ଘ ଦୈର୍ଘ୍ୟ 1220 ମିମି

ଗ୍ୟାଲଭାନାଇଜଡ୍ କର୍ରୁଗେଟେଡ (ଜିସି)

ଦୀର୍ଘ ଦୈର୍ଘ୍ୟ 1220 ମିମି

ଟାଟା ଶକ୍ତି ଭାରତୀୟ ବଜରକୁ ନେଇ ଆସିଛି ସବୁଠାରୁ ଚଉଡ଼ା ଓ ସବୁଠାରୁ ସସ୍ତା ଜିସି ଶିଟ୍ । 15…

ଗ୍ୟାଲଭାନାଇଜଡ୍ ପ୍ଲେନ (ଜିପି)

ଗ୍ୟାଲଭାନାଇଜଡ୍ ପ୍ଲେନ (ଜିପି)

ଗ୍ୟାଲଭାନାଇଜଡ୍ ପ୍ଲେନ (ଜିପି)

ଟାଟା କୋଷ ଏକ ପ୍ରିମିୟମ ଜିପି ଶିଟ୍, ଯାହା ବିଶେଷ ଭାବରେ ଉପଭୋକ୍ତା ମାନଙ୍କ ପ୍ରୟୋଜନୀୟତା ପୁରଣ କରେ।

ରିଜ

ବ୍ର୍ୟାଣ୍ଡେଡ ଆକ୍ସେସରିଜ

ରିଜ

ଛାତ ସିଲ୍ କରି ସମ୍ପୂର୍ଣ୍ଣ ଛାତକୁ ଗୋଟିଏ ସମ୍ପୂର୍ଣ୍ଣ ରୂପ ପ୍ରଦାନ କରିବା ହେଲା ରିଜର ପ୍ରଧାନ କାର୍ଯ୍ୟ ।…

ପ୍ରଡକ୍ଟର ପ୍ରଧାନ ବୈଶିଷ୍ଟ୍ୟ

ରୁଫିଙ୍ଗ ପାଇଁ ସଠିକ କାଠିଣ୍ୟ

ଫାଟ ଓ ଛିଦ୍ର ପ୍ରତିରୋଧ କରିବା ପାଇଁ ସଠିକ ଟେମ୍ପାରିଂ

ସର୍ବାଧିକ ଟେନସାଇଲ ଷ୍ଟ୍ରେଙ୍ଗଥ

କୁଆପଥରବୃଷ୍ଟି ଭଳି ପ୍ରାକୃତିକ ବିପର୍ଯ୍ୟୟର ପ୍ରତିରୋଧ କରିବା ପାଇଁ 700 MPa ର ସର୍ବାଧିକ ଟେନସାଇଲ ଷ୍ଟ୍ରେଙ୍ଗଥ

ସଠିକ ମାପ ଏବଂ ମୋଟେଇ

ଉଲ୍ଲେଖିତ ଅନୁଯାୟୀ ଏକ ସମାନ ଏବଂ ତାଠାରୁ ବେଶି ଦୈର୍ଘ୍ୟ ଓ ମୋଟେଇ ଥାଏ ଯାହା ଫଳରେ ଟଙ୍କାର ଉପଯୁକ୍ତ ମୂଲ୍ୟ ସୁନିଶ୍ଚିତ ହୁଏ

ଏକ ସମାନ ଜିଙ୍କର କୋଟିଙ୍ଗ ଏବଂ ଅନୁରୂପତା

ଏକ ସମାନ କୋଟିଙ୍ଗ ନିଶ୍ଚିତ କରିବା ପାଇଁ ଉତ୍କୃଷ୍ଟ ଏକ୍ସ-ରେ ଏବଂ କ୍ଲିନିଙ୍ଗ ପ୍ରଯୁକ୍ତି

ପ୍ରିଣ୍ଟ କରି ମୋଟେଇ ଓ ଜିଙ୍କ କୋଟିଙ୍ଗ

ଉପଯୁକ୍ତ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ଶିଟର ଉପରେ ପ୍ରିଣ୍ଟ କରି ମୋଟେଇ ଓ ଜିଙ୍କ କୋଟିଙ୍ଗ

ଏକ ସମାନ କର୍ରୁଗେସନ

ଏକ ସମାନ କର୍ରୁଗେସନ କାରଣରୁ ସଠିକ ଓଭରଲ୍ୟାପିଙ୍ଗ ସୁନିଶ୍ଚିତ ହୁଏ ଯାହା ଫଳରେ ପାଣି ଝରେ ନାହିଁ ଏବଂ ଧଳା କଳଙ୍କି ରୁ ନିରାପତ୍ତା ମିଳେ ।

ମେଟେରିୟାଲ ଏଷ୍ଟିମେଟର

ଆପଣଙ୍କ ଘରର ନିର୍ମାଣ ପାଇଁ ଆବଶ୍ୟକ ଶିଟର ଆନୁମାନିକ ପରିମାଣ ସମ୍ପର୍କରେ ଜାଣନ୍ତୁ । ଗଣନା କରିବା ପାଇଁ ଶେଡ୍ ମେଟେରିୟାଲ ଏଷ୍ଟିମେଟର

ନବୀନତମ ବ୍ଲଗ ପଡେଟ

Addressing Common Misconceptions about GC Sheets
Addressing Common Misconceptions about GC Sheets

February 19, 2024 • 5 min read

Category: GC sheet

Advantages of Using GC Sheets for Roofing in Coastal Areas
Advantages of Using GC Sheets for Roofing in Coastal Areas

August 27, 2024 • 5 min read

Category: GC sheet

Creative Ways to Utilize Gutter Systems for Water Conservation
Creative Ways to Utilize Gutter Systems for Water Conservation

April 25, 2024 • 5 min read

Category: Best Practices