ଟାଟା କୋଷ - Tata Shaktee

ଟାଟା କୋଷ

Default Inner Page banner

ପ୍ରଧାନ ବୈଶିଷ୍ଟ୍ୟ

ଟେନସନ୍ ଲେଭେଲ୍ଡ

ଟେନସନ୍ ଲେଭେଲ କରା ସାମଗ୍ରୀ କାରଣରୁ ବଙ୍କେଇବା ସମୟରେ ଭାଁଜ ତିଆରି ନହେବା ସୁନିଶ୍ଚିତ ହୁଏ

ସବୁଠାରୁ ଉପଯୁକ୍ତ କାଠିଣ୍ୟ

ସହଜ ବେଣ୍ଡିଙ୍ଗ ସୁନିଶ୍ଚିତ ହୁଏ ଓ ଡ୍ରମିଙ୍ଗ ବା ସ୍ପ୍ରିଙ୍ଗ ଭଳି ପଛ ଆଡ଼କୁ ଆସେ ନାହିଁ

ଏକ ସମାନ ପର୍ଯ୍ୟାପ୍ତ ଜିଙ୍କ କୋଟିଙ୍ଗ

ଫେବ୍ରିକେସନ୍ ସମୟରେ ଜିଙ୍କର କୋଟିଙ୍ଗ ଖସି ପଡ଼େ ନାହିଁ

ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ

ଜିଙ୍କ କୋଟିଙ୍ଗରେ କୌଣସି ଲିଡ ନଥାଏ

ସର୍ବାଧିକ ପ୍ୟାସିଭେସନ୍

ଧଳା କଳଙ୍କି ପ୍ରତିରୋଧ କରିବା ପାଇଁ ପର୍ଯ୍ୟାପ୍ତ କ୍ରୋମେଟର ବ୍ୟବହାର ଏବଂ ଏହା ଫଳରେ ଦୀର୍ଘ ଆୟୁ ମଧ୍ୟ ସୁନିଶ୍ଚିତ ହୁଏ

ଏକ ସମାନ ଓଜନ ଓ ମୋଟେଇ

ଚୁଡ଼ାନ୍ତ ପ୍ରଡକ୍ଟ ମଧ୍ୟରେ ଏକ ସମାନ ଓଜନ ସୁନିଶ୍ଚିତ ହୁଏ

ଅନ୍ୟାନ୍ୟ ପ୍ରଡକ୍ଟ

ଗ୍ୟାଲଭାନାଇଜଡ୍ ପ୍ଲେନ (ଜିପି)

ଗ୍ୟାଲଭାନାଇଜଡ୍ ପ୍ଲେନ (ଜିପି)

ଗ୍ୟାଲଭାନାଇଜଡ୍ ପ୍ଲେନ (ଜିପି)

ଟାଟା କୋଷ ଏକ ପ୍ରିମିୟମ ଜିପି ଶିଟ୍, ଯାହା ବିଶେଷ ଭାବରେ ଉପଭୋକ୍ତା ମାନଙ୍କ ପ୍ରୟୋଜନୀୟତା ପୁରଣ କରେ।