ଦୀର୍ଘ ଦୈର୍ଘ୍ୟ 1220 ମିମି - Tata Shaktee

ଦୀର୍ଘ ଦୈର୍ଘ୍ୟ 1220 ମିମି

ଦୀର୍ଘ ଦୈର୍ଘ୍ୟ 1220 ମିମି

ଟାଟା ଶକ୍ତି ଭାରତୀୟ ବଜରକୁ ନେଇ ଆସିଛି ସବୁଠାରୁ ଚଉଡ଼ା ଓ ସବୁଠାରୁ ସସ୍ତା ଜିସି ଶିଟ୍ । 15 ଟି କର୍ରୁଗେସନ୍ ଓ 1220 ମିମି ପ୍ରସ୍ଥ ସହିତ ଟାଟା ଶକ୍ତି ଜିସି ଶିଟ୍ ଘର ନିର୍ମାଣ ସମୟରେ ଅତୁଳନୀୟ ଗୁଣବତ୍ତା ଓ ଉତ୍କୃଷ୍ଟ ସଞ୍ଚୟର ଅତିରିକ୍ତ ସୁବିଧା ପ୍ରଦାନ କରେ । ଏହି ଉତ୍କୃଷ୍ଟ ଶିଟ୍ ବଡ଼ ଆକାରର ସ୍ଥାନ କଭର କରିବା ପାଇଁ ବଡ଼ ଗଠନରେ ବ୍ୟବହାର କରାହୁଏ ।

ଦୀର୍ଘ ଦୈର୍ଘ୍ୟ 1220 ମିମି

କୋଟିଙ୍ଗ (ଜିଏସଏମ)
120
ପ୍ରସ୍ଥର ରେଞ୍ଜ (ମିମି)
1800-1200
ଉପରିପୃଷ୍ଠର ସ୍ଥିତି
ସାଧାରଣ ସ୍ପାଙ୍ଗଲ (ଲେଡରୁ ମୁକ୍ତ)
ଦୈର୍ଘ୍ୟ (ମିମି)
1830-7320 (6 ରୁ 24 ଫୁଟ୍)
ମୋଟେଇର ରେଞ୍ଜ (ମିମି)
0.30mm, 0.35mm, 0.40mm, 0.45mm, 0.50mm, 0.60mm, 0.63mm

ପ୍ରଡକ୍ଟର ପ୍ରଧାନ ବୈଶିଷ୍ଟ୍ୟ

ରୁଫିଙ୍ଗ ପାଇଁ ସଠିକ କାଠିଣ୍ୟ

ଫାଟ ଓ ଛିଦ୍ର ପ୍ରତିରୋଧ କରିବା ପାଇଁ ସଠିକ ଟେମ୍ପାରିଂ

ସର୍ବାଧିକ ଟେନସାଇଲ ଷ୍ଟ୍ରେଙ୍ଗଥ

କୁଆପଥରବୃଷ୍ଟି ଭଳି ପ୍ରାକୃତିକ ବିପର୍ଯ୍ୟୟର ପ୍ରତିରୋଧ କରିବା ପାଇଁ 700 MPa ର ସର୍ବାଧିକ ଟେନସାଇଲ ଷ୍ଟ୍ରେଙ୍ଗଥ

ସଠିକ ମାପ ଏବଂ ମୋଟେଇ

ଉଲ୍ଲେଖିତ ଅନୁଯାୟୀ ଏକ ସମାନ ଏବଂ ତାଠାରୁ ବେଶି ଦୈର୍ଘ୍ୟ ଓ ମୋଟେଇ ଥାଏ ଯାହା ଫଳରେ ଟଙ୍କାର ଉପଯୁକ୍ତ ମୂଲ୍ୟ ସୁନିଶ୍ଚିତ ହୁଏ

ଏକ ସମାନ ଜିଙ୍କର କୋଟିଙ୍ଗ ଏବଂ ଅନୁରୂପତା

ଏକ ସମାନ କୋଟିଙ୍ଗ ନିଶ୍ଚିତ କରିବା ପାଇଁ ଉତ୍କୃଷ୍ଟ ଏକ୍ସ-ରେ ଏବଂ କ୍ଲିନିଙ୍ଗ ପ୍ରଯୁକ୍ତି

ପ୍ରିଣ୍ଟ କରି ମୋଟେଇ ଓ ଜିଙ୍କ କୋଟିଙ୍ଗ

ଉପଯୁକ୍ତ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ଶିଟର ଉପରେ ପ୍ରିଣ୍ଟ କରି ମୋଟେଇ ଓ ଜିଙ୍କ କୋଟିଙ୍ଗ

ଏକ ସମାନ କର୍ରୁଗେସନ

ଏକ ସମାନ କର୍ରୁଗେସନ କାରଣରୁ ସଠିକ ଓଭରଲ୍ୟାପିଙ୍ଗ ସୁନିଶ୍ଚିତ ହୁଏ ଯାହା ଫଳରେ ପାଣି ଝରେ ନାହିଁ ଏବଂ ଧଳା କଳଙ୍କି ରୁ ନିରାପତ୍ତା ମିଳେ ।

ପ୍ରଡକ୍ଟ ବ୍ୟବହାର

ରୁଫିଙ୍ଗ କନଷ୍ଟ୍ରକସନ
ରୁଫିଙ୍ଗ କନଷ୍ଟ୍ରକସନ
ରୁଫିଙ୍ଗ ଶେଡ୍
ରୁଫିଙ୍ଗ ଶେଡ୍
ରୁଫିଙ୍ଗ ଶେଡ୍ 2
ରୁଫିଙ୍ଗ ଶେଡ୍ 2
ସ୍କୁଲର ଛାତ
ସ୍କୁଲର ଛାତ

ଅନ୍ୟାନ୍ୟ ପ୍ରଡକ୍ଟ

ଓ୍ବାଇଡର ଜିସି ଶିଟ୍ 1220 ମିମି

ଗ୍ୟାଲଭାନାଇଜଡ୍ କର୍ରୁଗେଟେଡ (ଜିସି)

ଓ୍ବାଇଡର ଜିସି ଶିଟ୍ 1220 ମିମି

ଟାଟା ଶକ୍ତି ଭାରତୀୟ ବଜରକୁ ନେଇ ଆସିଛି ସବୁଠାରୁ ଚଉଡ଼ା ଓ ସବୁଠାରୁ ସସ୍ତା ଜିସି ଶିଟ୍ । 15…

ଷ୍ଟାଣ୍ଡାର୍ଡ ଜିସି ଶିଟ୍ 800 ମିମି

ଗ୍ୟାଲଭାନାଇଜଡ୍ କର୍ରୁଗେଟେଡ (ଜିସି)

ଷ୍ଟାଣ୍ଡାର୍ଡ ଜିସି ଶିଟ୍ 800 ମିମି

ଟାଟା ଶକ୍ତି ଷ୍ଟାଣ୍ଡାର୍ଡ ଜିସି ଶିଟ୍ ନିଜର ଅତୁଳନୀୟ ଗୁଣବତ୍ତା ଏବଂ ଉତ୍କୃଷ୍ଟ ସଞ୍ଚୟ ଭଳି ଦୁଇଟି ସୁବିଧା ପାଇଁ…

ଷ୍ଟାଣ୍ଡାର୍ଡ ଜିସି ଶିଟ୍ 840 ମିମି

ଗ୍ୟାଲଭାନାଇଜଡ୍ କର୍ରୁଗେଟେଡ (ଜିସି)

ଷ୍ଟାଣ୍ଡାର୍ଡ ଜିସି ଶିଟ୍ 840 ମିମି

ଟାଟା ଶକ୍ତି ଷ୍ଟାଣ୍ଡାର୍ଡ ଜିସି ଶିଟ୍ ନିଜର ଅତୁଳନୀୟ ଗୁଣବତ୍ତା ଏବଂ ଉତ୍କୃଷ୍ଟ ସଞ୍ଚୟ ଭଳି ଦୁଇଟି ସୁବିଧା ପାଇଁ…

ଓ୍ବାଇଡ୍ ଜିସି ଶିଟ୍ 910 ମିମି

ଗ୍ୟାଲଭାନାଇଜଡ୍ କର୍ରୁଗେଟେଡ (ଜିସି)

ଓ୍ବାଇଡ୍ ଜିସି ଶିଟ୍ 910 ମିମି

ଟାଟା ଶକ୍ତି ଭାରତୀୟ ବଜାରକୁ ନେଇ ଆସିଛି 910 ମିମି ଜିସି ଶିଟ୍ । 13ଟି କର୍ରୁଗେସନ୍ ଓ 919…

ପ୍ରାୟ ଜିଜ୍ଞାସ୍ୟ ପ୍ରଶ୍ନ

ଉତ୍ତର. ଟାଟା ଶକ୍ତି ଜିସି ଶିଟର ସୁବିଧାସମୂହ

  • ଟାଟା ଷ୍ଟିଲ୍ ସାରା ବିଶ୍ୱର ସବୁଠାରୁ ବିଶ୍ୱାସଯୋଗ୍ୟ ବ୍ର୍ୟାଣ୍ଡ ମଧ୍ୟରେ ଅନ୍ୟତମ ଏବଂ ଟାଟା ଶକ୍ତି ଏହି ପରିବାର ପକ୍ଷରୁ ଗୋଟିଏ ଗ୍ୟାଲଭାନାଇଜଡ କର୍ରୁଗେଟେଡ୍ ରୁଫିଙ୍ଗ ବ୍ର୍ୟାଣ୍ଡ ।
  • ନିର୍ଦ୍ଦିଷ୍ଟ ପ୍ରୟୋଜନ ଅନୁଯାୟୀ ମୋଟେଇ, ଦୈର୍ଘ୍ୟ, ପ୍ରସ୍ଥ ଓ ଜିଙ୍କ କୋଟିଙ୍ଗର ସଠିକ ମାନ ଅନୁଯାୟୀ ଟାଟା ଶକ୍ତି ଜିସି ଶିଟ୍ ଉତ୍ପାଦନ କରାହୁଏ ।
  • ଏକ ସମାନ କର୍ରୁଗେସନ୍ ସଠିକ ଓଭରଲ୍ୟାପିଙ୍ଗ ସୁନିଶ୍ଚିତ କରେ ଯାହା ଫଳରେ ପାଣିପାଗର ଉପଯୁକ୍ତ ପ୍ରମିରୋଧ ସୁନିଶ୍ଚିତ ହୁଏ ।
  • ଉଚ୍ଚ ଟେନସାଇଲ ଷ୍ଟ୍ରେଙ୍ଗଥ କାରଣରୁ କୁଆ ବୃଷ୍ଟି ଭଳି ପ୍ରାକୃତିକ ବିପର୍ଯ୍ୟୟ ଓ ବାହାରର ଅନ୍ୟାନ୍ୟ ପ୍ରଭାବରୁ ବେଶି ସୁରକ୍ଷା ସୁନିଶ୍ଚିତ ହୁଏ ।
  • ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ (ବିଆଇଏସ)ର ଅଧିନରେ ଆଇଏସଆଇ ପ୍ରମାଣିତ
  • ସମ୍ପୂର୍ଣ୍ଣ ଭାରତରେ ଡିଲର , ଡିଷ୍ଟ୍ରିବ୍ୟୁଟର ଓ ସେଲ୍ସ କାର୍ଯ୍ୟାଳୟର ବିସ୍ମୃତ ନେଟୱର୍କ
  • କ୍ରୟର ପୂର୍ବରୁ ଏବଂ ପରେ ଗ୍ରାହକ ସହାୟତା

ଉତ୍ତର. ଟାଟା ଶକ୍ତି ଜିସି ଶିଟ୍ ନିମ୍ନ ରେଞ୍ଜରେ ଉପଲବ୍ଧ :-

  • ମୋଟେଇ ରେଞ୍ଜ :- 18 ମିମି – 0.80 ମିମି
  • ପ୍ରସ୍ଥର ରେଞ୍ଜ :- 740 ମିମି – 1220 ମିମି
  • ଦୈର୍ଘ୍ୟର ରେଞ୍ଜ :- 1830 ମିମି – 7320 ମିମି

ଉତ୍ତର. ଷ୍ଟିଲ୍ କ୍ଷୟ ହୁଏ ଏବଂ ତେଣୁ ନିରାପତ୍ତାର ପ୍ରୟୋଜନ ହୁଏ । ହଟ୍ ଡିପ୍ ଗ୍ୟାଲଭାନାଇଜଡ କୋଟିଙ୍ଗ ଷ୍ଟିଲକୁ ଦୀର୍ଘ ଆୟୁ ପ୍ରଦାନ କରେ । ପ୍ରତ୍ୟେକ ଟାଟା ଶକ୍ତି ଜିସି ଶିଟରେ ଏକ ସମାନ 120 ଜିଏସଏମ ଜିଙ୍କର କୋଟିଙ୍ଗ ଅଛି, ଯାହା ଫଳରେ ସମାନ ଉପରିପୃଷ୍ଠର ସୁରକ୍ଷା ସୁନିଶ୍ଚିତ ହୁଏ।

ଉତ୍ତର. ଟାଟା ଶକ୍ତି ରୁଫ ଜଂକ୍ସନ :- ଏକ ରୁଫିଙ୍ଗ ସଲ୍ୟୁସନ୍ ସର୍ଭିସ ଯାହା ଇଣ୍ଡିଭିଜୁଆଲ ଗୃହ ନିର୍ମାତା ମାନଙ୍କ ପାଇଁ ବ୍ର୍ୟାଣ୍ଡେଡ୍ ରୁଫିଙ୍ଗ ଆକ୍ସେସରିଜ ପ୍ରଦାନ କରେ । ଟାଟା ଶକ୍ତି ରୁଫ ଜଂକ୍ସନ ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ରିଜ ଓ ଗଟର ଯାହାର ଉତ୍ପାଦନ, ଉତ୍କୃଷ୍ଟ ଗୁଣବତ୍ତାର ସହିତ କରା ହୁଏ ଏବଂ ଏହା ଫଳରେ ଦୀର୍ଘ ଆୟୁ ସୁନିଶ୍ଚିତ ହୁଏ । ଟାଟା ଷ୍ଟିଲର ରିଟେଲ ଓ ଇନଷ୍ଟିଟ୍ୟୁସନ ସେଗମେଣ୍ଟରେ ସବୁଠାରୁ ନବୀନତମ ନିବେଦନ ହେଲା ଟାଟା ୱାମା । ଏହା ଉପଭୋକ୍ତା ମାନଙ୍କ କାନ୍ଥ ଓ ଫ୍ରେମିଙ୍ଗ ସମ୍ପର୍କିତ ପ୍ରୟୋଜନ ଗୁଡ଼ିକ ପୁରଣ କରେ । ଏହା ଗୋଟିଏ 80 ଜିଏସଏମ ଗ୍ୟାଲଭାନାଇଜଡ ରୋଲ-ଫର୍ମଡ ଟ୍ର୍ୟାପାଜଏଡାଲ ପ୍ରୋଫାଇଲ ଶିଟ୍, ଯାହା ବିଆଇଏସ ବୈଶିଷ୍ଟ୍ୟ ଅନୁଯାୟୀ ନନ-ରୁଫିଙ୍ଗ ସେଗମେଣ୍ଟର ପ୍ରୟୋଜନ ଗୁଡ଼ିକ ପୁରଣ କରେ । ଏହି ପ୍ରଡକ୍ଟ ଉପରେ “For Vertical Application Only”ର ମାର୍କିଙ୍ଗ ମଧ୍ୟ ଥାଏ ।

FIND US PAN INDIA

Get in touch with our extensive sales and marketing offices network and find the office closest to you below