ଟେନସନ୍ ଲେଭେଲ୍ଡ
ଟେନସନ୍ ଲେଭେଲ କରା ସାମଗ୍ରୀ କାରଣରୁ ବଙ୍କେଇବା ସମୟରେ ଭାଁଜ ତିଆରି ନହେବା ସୁନିଶ୍ଚିତ ହୁଏ
ଟାଟା କୋଷ ଏକ ପ୍ରିମିୟମ ଜିପି ଶିଟ୍, ଯାହା ବିଶେଷ ଭାବରେ ଉପଭୋକ୍ତା ମାନଙ୍କ ପ୍ରୟୋଜନୀୟତା ପୁରଣ କରେ।
ଟେନସନ୍ ଲେଭେଲ କରା ସାମଗ୍ରୀ କାରଣରୁ ବଙ୍କେଇବା ସମୟରେ ଭାଁଜ ତିଆରି ନହେବା ସୁନିଶ୍ଚିତ ହୁଏ
ସହଜ ବେଣ୍ଡିଙ୍ଗ ସୁନିଶ୍ଚିତ ହୁଏ ଓ ଡ୍ରମିଙ୍ଗ ବା ସ୍ପ୍ରିଙ୍ଗ ଭଳି ପଛ ଆଡ଼କୁ ଆସେ ନାହିଁ
ଫେବ୍ରିକେସନ୍ ସମୟରେ ଜିଙ୍କର କୋଟିଙ୍ଗ ଖସି ପଡ଼େ ନାହିଁ
ଜିଙ୍କ କୋଟିଙ୍ଗରେ କୌଣସି ଲିଡ ନଥାଏ
ଧଳା କଳଙ୍କି ପ୍ରତିରୋଧ କରିବା ପାଇଁ ପର୍ଯ୍ୟାପ୍ତ କ୍ରୋମେଟର ବ୍ୟବହାର ଏବଂ ଏହା ଫଳରେ ଦୀର୍ଘ ଆୟୁ ମଧ୍ୟ ସୁନିଶ୍ଚିତ ହୁଏ
ଚୁଡ଼ାନ୍ତ ପ୍ରଡକ୍ଟ ମଧ୍ୟରେ ଏକ ସମାନ ଓଜନ ସୁନିଶ୍ଚିତ ହୁଏ